ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ଓଡିଶାର ଫୁଲବାଣୀ ଜିଲ୍ଲା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଭାବେ ବିଭକ୍ତ ହେବାପରେ, କନ୍ଧମାଳ ରାଜସ୍ୱଜିଲ୍ଲା ୧ ଜାନୁୟାରୀ ୧୯୯୪ ମସିହାରେ ଅସ୍ଥିତ୍ଵରେ ଆସିଥିଲା । କନ୍ଧମାଳ ଜିଲ୍ଲା ଉତ୍ତର ଅକ୍ଷାଂଶ ୧୯॰୩୪’ ଠାରୁ ୨୦॰୩୬’ ଓ ପୂର୍ବ ଦ୍ରାଘିମା ୮୩॰୩୪ ‘ ଠାରୁ ୮୪॰୩୪’ ମଧ୍ୟରେ ଅବସ୍ଥିତ।

କନ୍ଧମାଳ ଜିଲ୍ଲାରେ କ୍ରାନ୍ତୀୟମଣ୍ଡଳ ସୀମାବର୍ତୀ ଜଳବାୟୁର ଅନୁଭବ ହୋଇଥାଏ । ଜିଲ୍ଲାରେ ଅଭିଲିଖିତ ଅତ୍ୟଧିକ ତାପମାତ୍ରା ୪୫.୫॰ ସେଲ୍ସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୨॰ ସେଲ୍ସିୟସ ଅଟେ । କନ୍ଧମାଳ ଜିଲ୍ଲାରେ ହାରାହାରି ୧୫୨୨.୯୫ ମିମି ବର୍ଷା ହୋଇଥାଏ । କନ୍ଧମାଳ ଜିଲ୍ଲାର ଭୌଗଳିକ କ୍ଷେତ୍ର ୭୬୫୪ ବର୍ଗ.କିମି ଅଟେ । କନ୍ଧମାଳ ଜିଲ୍ଲାର ଉତ୍ତରଦିଗରେ ବୌଦ୍ଧ ଜିଲ୍ଲା, ଦକ୍ଷୀଣରେ ରାୟଗଡା ଓ ଗଜପତି , ପୁର୍ବରେ ଗଞ୍ଜାମ ଓ ନୟାଗଡ ଜିଲ୍ଲା ଏବଂ ପଶ୍ଚିମରେ କଳାହାଣ୍ଡି ଜିଲ୍ଲା ରହିଅଛି ।

ଅଧିକ ପଢ

Collector-cum-DM
କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟେଟ୍ ଶ୍ରୀ ଆଶିଷ ଈଶ୍ୱର ପାଟିଲ (ଭା.ପ୍ର.ସେ.)
CORONAVIRUS
(ସିଓଭିଆଇଡ଼ି-୧୯) ସହାୟତା କେନ୍ଦ୍ର ୦୬୮୪୨-୨୫୩୬୫୦
୧୦୭୭ ଟୋଲ ଫ୍ରୀ
  • ପ୍ରଦର୍ଶିତ ପାଇଁ କୌଣସି ପୋଷ୍ଟ ନାହିଁ
  • india.gov.in
  • digital-india
  • data.gov
  • mygov