ବନ୍ଦ କରନ୍ତୁ

କଲେକ୍ଟରେଟ୍

କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବନ୍ଧରେ

୧ ଜାନୁୟାରୀ ୧୯୯୪ମସିହାରେ ଓଡିଶାର ପୂର୍ବତନ ଫୁଲବାଣୀ ଜିଲ୍ଲା; କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଭାବେ ବିଭକ୍ତ ହୋଇ କନ୍ଧମାଳ ରାଜସ୍ୱଜିଲ୍ଲା ଅସ୍ଥିତ୍ଵକୁ ଆସିଥିଲା ।   ଏହି ଜିଲ୍ଲାର ମୁଖ୍ୟ କାର୍ଯ୍ୟ।ଳୟ ଫୁଲବାଣୀ ସହରରେ ଅବସ୍ଥିତ |  ଜିଲ୍ଲାରେ ୧୨ଟି ତହସିଲ, ୧୨ଟି ବ୍ଳକ, ୧୮ଟି ଥାନା,୧୭୧ଗୋଟି ଗ୍ରାମପଞ୍ଚାୟତ ଏବଂ ୨୫୧୫ଗୋଟି ଗ୍ରାମ, ୨ଟି ନଗର ପଞ୍ଚାଯତ ଓ ୧ଟି ପୌରପରିଷଦ ରହିଅଛି ।ବୌଦ୍ଧ ଜିଲ୍ଲା ଦକ୍ଷିଣ ରାଜସ୍ୱ ଆୟୋଗଙ୍କ ଅଧୀନରେ ଅଛି।

ନିମ୍ନଲିଖିତ କାର୍ଯ୍ୟ।ଳୟଗୁଡିକ ଉଭୟ ନିୟାମକ ଓ ବିକାଶାତ୍ମକ ପ୍ରଶାସନ ଦ୍ଵାରା ନିୟନ୍ତ୍ରିତ।

ରାଜସ୍ଵ ନିୟାମକ ପ୍ରଶାସନ ଦ୍ଵାରା ନିୟନ୍ତ୍ରିତ କାର୍ଯ୍ୟାଳୟ

  • ସଂସ୍ଥା ଉପବିଭାଗ
  • ରାଜସ୍ୱ ଉପବିଭାଗ
  • ଜିଲ୍ଲା ଉନ୍ନୟନ ଉପବିଭାଗ
  • ନିଜାରତ ଉପବିଭାଗ
  • ଭୂ ଅଧିଗ୍ରହଣ ଉପବିଭାଗ
  • ଜିଲ୍ଲା ଗ୍ରନ୍ଥାଗାର
  • ସାଧାରଣ ବିବିଧ ବିଭାଗ
  • କାର୍ଯ୍ୟ।ଳୟ ଅଧିକ୍ଷକ
  • ଅଧିକ୍ଷକ, ଭୂ-ଅଭିଲେଖ
  • ଜିଲ୍ଲା ଋଣ ଓ ତଉଜି ଉପବିଭାଗ
  • ଜିଲ୍ଲା ଜରୁରୀ ଉପବିଭାଗ

ବିକାଶାତ୍ମକ ପ୍ରଶାସନ ଅଧିନସ୍ଥ କାର୍ଯ୍ୟାଳୟ

  • ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ
  • ଜିଲ୍ଲା କୋଷାଗାର
  • ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ
  • ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ
  • ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ
  • ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ
  • ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ
  • ଜିଲ୍ଲା ମଙ୍ଗଳ କାର୍ଯ୍ୟ।ଳୟ
  • ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ
  • ଜିଲ୍ଲା ସ୍ଵଳ୍ପ ସଞ୍ଚୟ କାର୍ଯ୍ୟାଳୟ
  • ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ କାର୍ଯ୍ୟାଳୟ
  • ସର୍ବଶିକ୍ଷା ଅଭିଯାନ