କିଭଳି ପହଁଞ୍ଚିବେ
ଆକାଶ ପଥ:-
ନିକଟତମ ବିମାନବନ୍ଦର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ଜିଲ୍ଲା ମୁଖ୍ୟାଳୟ ଠାରୁ ୨୧୧କି.ମି ଦୂରତାରେ ଅବସ୍ଥିତ ।
ରେଳପଥ:-
ନିକଟତମ ରେଳପଥ: ବ୍ରହ୍ମପୁର ରେଳଷ୍ଟେସନ, ଜିଲ୍ଲା ମୁଖ୍ୟାଳୟ ଠାରୁ ୧୬୫କି.ମି ଦୂରତାରେ ଅବସ୍ଥିତ ।
ସଡକପଥ:-
ନିକଟତମ ବସଷ୍ଟାଣ୍ଡ: ଫୁଲବାଣୀ ବସଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟାଳୟ ଠାରୁ ୧କି.ମି ଦୂରତାରେ ଅବସ୍ଥିତ ।
କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ସହରରେ ଅବସ୍ଥିତ ।ଫୁଲବାଣୀ ସହରରୁ ରାଜ୍ୟର ବିଭିନ୍ନ ସ୍ଥାନ ଓ ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୁଡିକୁ ନିୟମିତ ବସ ସେବା ଉପଲବ୍ଧ । ଯେକେହି, ବସ କିମ୍ବା ଟ୍ଯାକ୍ସି ଦ୍ଵାରା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଗୁଡିକୁ ସହଜରେ ଯାଇପାରିବେ ।