ନ୍ୟାୟାଳୟ
ଅବସ୍ଥିତି: ଏହା ଫୁଲବାଣୀ ସହରର ମୁଖ୍ୟ ସଡକରେ ସ୍ଥିତ ଆରଖି ଅଧିକ୍ଷକ କାର୍ୟାଳୟ ଓ କରୋନେଶନ ପଡିଆ ନିକଟରେ ଅବସ୍ଥିତ । ବସଷ୍ଟାଣ୍ଡ ଠାରୁ କୋର୍ଟର ଦୂରତା ପାଖାପାଖି ୧ କି.ମି. ଅଟେ । ସୁପେରିୟର କୋର୍ଟ ଭବନ, କୋର୍ଟ ବିଲ୍ଡିଂ ନିକଟରେ ଅବସ୍ଥିତ ।
ନିମ୍ନଲିଖିତ କାର୍ୟାଳୟ ଜିଲ୍ଲା ନ୍ୟାୟାଳୟ ଭବନ ମଧ୍ୟରେ କାର୍ୟକରେ।
- ଜିଲ୍ଲା ଓ ଦୌରା ଜଜ ଅଦାଲତ, ଫୁଲବାଣୀ
- ଅତିରିକ୍ତ ଓ ଦୌରା ଜଜ କାର୍ୟାଳୟ, ଫୁଲବାଣୀ
- ମୁଖ୍ୟ ନ୍ୟାଇକ ମାଜିସ୍ଟ୍ରେଟ କୋର୍ଟ, ଫୁଲବାଣୀ
- ରେଜିଷ୍ଟ୍ରର ଓ ସହାୟକ ଦୌରା ଜଜ କାର୍ୟାଳୟ
- ବିଶେଷ ଟ୍ରାକ କୋର୍ଟ
- ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ କୋର୍ଟ
- ନ୍ୟାଇକ ମାଜିସ୍ଟ୍ରେଟ ଅଦାଲତ, ପ୍ରଥମ ଶ୍ରେଣୀ
ନିମ୍ନ ଲିଖିତ ନ୍ୟାୟାଳୟ ସୁପେରିୟର କୋର୍ଟ ବିଲ୍ଡିଂରେ କାର୍ୟକରେ ।
- ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କାର୍ୟାଳୟ(ଭିଜିଲେନ୍ସ ),ଫୁଲବାଣୀ
- ପରିବାର ନ୍ୟାୟଳୟ, ଫୁଲବାଣୀ
ରେଜିସ୍ଟ୍ରାର କାର୍ଯାଳୟ ଓ ଦେୱାନୀ ଅଦାଲତ, ଫୁଲବାଣୀ ଜିଲ୍ଲା ନ୍ୟାୟଳୟ ଭବନ ମଧ୍ୟରେ କାର୍ଯ କରେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ୟାଳୟ ମଧ୍ୟ ଏହି ଭବନ ମଧ୍ୟରେ କାର୍ଯକରେ ।
ଜିଲ୍ଲା ନ୍ୟାୟାଳୟ ଭବନ ମଧ୍ୟରେ ନିମ୍ନଲିକ୍ଷିତ ସାଖା-କାର୍ୟାଳୟ ରହିଅଛି ।
- ଜିଲ୍ଲା ନ୍ୟାୟାଳୟର ଇଁଙ୍ଗ୍ରାଜି କାର୍ଯାଳୟ
- ଜିଲ୍ଲା ନ୍ୟାୟାଳୟର ହିସାବ ଉପବିଭାଗ
- ପ୍ରତିଲିପି ଉପବିଭାଗ
- ନିଜାରତ ଉପବିଭାଗ
- ପୁସ୍ତକାଳୟ ଉପବିଭାଗ
- ମାଲଖାନା ଉପବିଭାଗ
- ଜିଲ୍ଲା ନ୍ୟାୟପାଳିକା ରେକର୍ଡ କକ୍ଷ
- ଅତିରିକ୍ତ ଓ ଦୌରା ଜଜ କାର୍ୟାଳୟ
- ସି.ଜେ.ଏମ କାର୍ୟାଳୟ
- ଏସ.ଡ଼ି.ଜେ.ଏମ କାର୍ୟାଳୟ
କ୍ରମିକ ସଂଖ୍ୟା | ପଦବୀ | କର୍ୟାଳୟ ଫୋନ ନମ୍ବର | କର୍ୟାଳୟ ଫାକ୍ସ ନମ୍ବର | ନିବାସ ଫୋନ ନମ୍ବର |
---|---|---|---|---|
1 | ଜିଲ୍ଲା ଓ ଦୌରା ଜଜ,ଫୁଲବାଣୀ | ୦୬୮୪୨-୨୫୩୧୩୧ | ୦୬୮୪୨-୨୫୫୫୩୩ | ୦୬୮୪୨-୨୫୬୦୦୬ |
2 | ଜଜ, ଫାମିଲି କୋର୍ଟ,ଫୁଲବାଣୀ | ୦୬୮୪୨-୨୫୬୦୦୨ | ୦୬୮୪୨-୨୫୬୦୦୨ | ୦୬୮୪୨-୨୫୫୦୬୧ |
3 | ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ(ଭିଜିଲେନ୍ସ ),ଫୁଲବାଣୀ | ୦୬୮୪୨-୨୫୩୭୪୫ | ୦୬୮୪୨-୨୫୩୭୪୫ | ୦୬୮୪୨-୨୫୪୦୧୬ |
4 | ଅତିରିକ୍ତ ଓ ଦୌରା ଜଜ, ଫୁଲବାଣୀ | ୦୬୮୪୨-୨୫୬୦୧୩ | ୦୬୮୪୨- | ୦୬୮୪୨-୨୫୬୦୧୭ |
5 | ମୁଖ୍ୟ ନ୍ୟାଇକ ମାଜିସ୍ଟ୍ରେଟ, ଫୁଲବାଣୀ | ୦୬୮୪୨-୨୫୩୭୧୦ | ୦୬୮୪୨- | ୦୬୮୪୨-୨୫୩୮୧୦ |
6 | ରେଜିଷ୍ଟ୍ରର ଦେୱାନୀ ଅଦାଲତ, ଫୁଲବାଣୀ | ୦୬୮୪୨-୨୫୩୮୫୫ | ୦୬୮୪୨-୨୫୩୮୫୫ | ୦୬୮୪୨-୨୫୩୮୫୬ |
7 | ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ,ଫୁଲବାଣୀ | ୦୬୮୪୨-୨୫୪୭୫୫ | ୦୬୮୪୨- | ୦୬୮୪୨-୨୫୫୪୪୫ |
8 | ସଚିବ,ଡ଼ି.ଏଲ.ଏସ.ଏ ,ଫୁଲବାଣୀ | ୦୬୮୪୨-୨୫୪୦୩୧ | ୦୬୮୪୨- | ୦୬୮୪୨- |
9 | ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ,ବାଲିଗୁଡା | ୦୬୮୪୬- | ୦୬୮୪୬- | ୦୬୮୪୬- |
10 | ବରିଷ୍ଠ ଦେୱାନୀ ଅଦାଲତ ଜଜ ଓ ଏ.ଏସ.ଜେ .,ବାଲିଗୁଡା | ୦୬୮୪୬-୨୪୩୦୭୯ | ୦୬୮୪୬-୨୪୩୦୭୯ | ୦୬୮୪୬-୨୪୩୬୨୫ |
11 | ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ,ବାଲିଗୁଡା | ୦୬୮୪୬-୨୪୩୨୯୧ | ୦୬୮୪୬- | ୦୬୮୪୬-୨୪୩୫୨୨ |
12 | ଅତିରିକ୍ତ ଦେୱାନୀ ଅଦାଲତ ଜଜ ଓ ଜେ.ଏମ.ଏଫ.ସି ,ଘୁ.ଉଦୟଗିରୀ | ୦୬୮୪୭-୨୬୦୦୧୩ | ୦୬୮୪୭-୨୬୦୦୧୩ | ୦୬୮୪୭-୨୬୦୦୧୩ |
13 | ଦେୱାନୀ ଅଦାଲତ ଜଜ ଓ ଜେ.ଏମ.ଏଫ.ସି,ଦାରିଙ୍ଗବାଡି | ୦୬୮୪୯-୨୪୬୧୫୮ | ୦୬୮୪୯-୨୪୬୧୫୮ | ୦୬୮୪୯-୨୪୫୪୮୮ |
14 | ଶେରିସ୍ତାଦାର, ଜିଲ୍ଲା ଅଦାଲତ, ଫୁଲବାଣୀ | ୦୬୮୪୨-୨୫୪୪୪୦ | ୦୬୮୪୨-୨୫୪୪୪୦ | ୦୬୮୪୨- |
15 | କୋଟ ମ୍ୟାନେଜର,ଜିଲ୍ଲା ଅଦାଲତ, ଫୁଲବାଣୀ | ୦୬୮୪୨-୨୫୩୦୭୮ | ୦୬୮୪୨- | ୦୬୮୪୨- |
16 | ସିଷ୍ଟମ ଅଫିସର,ଜିଲ୍ଲା ଅଦାଲତ, ଫୁଲବାଣୀ | ୦୬୮୪୨-୨୫୩୨୧୫ | ୦୬୮୪୨- | ୦୬୮୪୨- |
17 | ଆକାଉଣ୍ଟ ଉପବିଭାଗ ଜିଲ୍ଲା ଅଦାଲତ ,ଫୁଲବାଣୀ | ୦୬୮୪୨-253795 | ୦୬୮୪୨- | ୦୬୮୪୨- |
18 | ସମ୍ମୁଖ କାର୍ୟାଳୟ, ଜିଲ୍ଲା ନ୍ୟାଇକା ସେବା ଅଧିକାରୀ,କନ୍ଧମାଳ |
୦୬୮୪୨-253034 | ୦୬୮୪୨- | ୦୬୮୪୨- |
ଅଧିକ ତଥା ସବିଶେଷ ବିବରଣୀ ପାଇଁ କ୍ଲିକ କରନ୍ତୁ ।