ବନ୍ଦ କରନ୍ତୁ

ନ୍ୟାୟାଳୟ

ଅବସ୍ଥିତି: ଏହା ଫୁଲବାଣୀ ସହରର ମୁଖ୍ୟ ସଡକରେ ସ୍ଥିତ ଆରଖି ଅଧିକ୍ଷକ କାର୍ୟାଳୟ ଓ କରୋନେଶନ ପଡିଆ ନିକଟରେ ଅବସ୍ଥିତ । ବସଷ୍ଟାଣ୍ଡ ଠାରୁ କୋର୍ଟର ଦୂରତା ପାଖାପାଖି ୧ କି.ମି. ଅଟେ । ସୁପେରିୟର କୋର୍ଟ ଭବନ, କୋର୍ଟ ବିଲ୍ଡିଂ ନିକଟରେ ଅବସ୍ଥିତ ।

ନିମ୍ନଲିଖିତ କାର୍ୟାଳୟ ଜିଲ୍ଲା ନ୍ୟାୟାଳୟ ଭବନ ମଧ୍ୟରେ କାର୍ଯକରେ ।

  1. ଜିଲ୍ଲା ଓ ଦୌରା ଜଜ ଅଦାଲତ, ଫୁଲବାଣୀ
  2. ଅତିରିକ୍ତ ଓ ଦୌରା ଜଜ କାର୍ୟାଳୟ, ଫୁଲବାଣୀ
  3. ମୁଖ୍ୟ ନ୍ୟାଇକ ମାଜିସ୍ଟ୍ରେଟ କୋର୍ଟ, ଫୁଲବାଣୀ
  4. ରେଜିଷ୍ଟ୍ରର ଓ ସହାୟକ ଦୌରା ଜଜ କାର୍ୟାଳୟ
  5. ବିଶେଷ ଟ୍ରାକ କୋର୍ଟ
  6. ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ କୋର୍ଟ
  7. ନ୍ୟାଇକ ମାଜିସ୍ଟ୍ରେଟ ଅଦାଲତ, ପ୍ରଥମ ଶ୍ରେଣୀ

ନିମ୍ନ ଲିଖିତ ନ୍ୟାୟାଳୟ ସୁପେରିୟର କୋର୍ଟ ବିଲ୍ଡିଂରେ କାର୍ଯକରେ ।

  1. ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କାର୍ୟାଳୟ(ଭିଜିଲେନ୍ସ ),ଫୁଲବାଣୀ
  2. ପରିବାର ନ୍ୟାୟଳୟ, ଫୁଲବାଣୀ

ରେଜିସ୍ଟ୍ରାର କାର୍ଯାଳୟ ଓ ଦେୱାନୀ ଅଦାଲତ, ଫୁଲବାଣୀ ଜିଲ୍ଲା ନ୍ୟାୟଳୟ ଭବନ ମଧ୍ୟରେ କାର୍ଯ କରେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ୟାଳୟ ମଧ୍ୟ ଏହି ଭବନ ମଧ୍ୟରେ କାର୍ଯକରେ ।

ଜିଲ୍ଲା ନ୍ୟାୟାଳୟ ଭବନ ମଧ୍ୟରେ ନିମ୍ନଲିକ୍ଷିତ ସଖାକାର୍ଯାଳୟ ରହିଅଛି ।

  1. ଜିଲ୍ଲା ନ୍ୟାୟାଳୟର ଇଁଙ୍ଗ୍ରାଜି କାର୍ଯାଳୟ
  2. ଜିଲ୍ଲା ନ୍ୟାୟାଳୟର ହିସାବ ଉପବିଭାଗ
  3. ପ୍ରତିଲିପି ଉପବିଭାଗ
  4. ନିଜାରତ ଉପବିଭାଗ
  5. ପୁସ୍ତକାଳୟ ଉପବିଭାଗ
  6. ମାଲଖାନା ଉପବିଭାଗ
  7. ଜିଲ୍ଲା ନ୍ୟାୟପାଳିକା ରେକର୍ଡ କକ୍ଷ
  8. ଅତିରିକ୍ତ ଓ ଦୌରା ଜଜ କାର୍ୟାଳୟ
  9. ସି.ଜେ.ଏମ କାର୍ୟାଳୟ
  10. ଏସ.ଡ଼ି.ଜେ.ଏମ କାର୍ୟାଳୟ
କନ୍ଧମାଳ ନ୍ୟାୟପାଳିକା ଅଧିକାରୀମାନଙ୍କ ସମ୍ପର୍କ ବିବରଣୀ
କ୍ରମିକ ସଂଖ୍ୟା ପଦବୀ କର୍ୟାଳୟ ଫୋନ ନମ୍ବର କର୍ୟାଳୟ ଫାକ୍ସ ନମ୍ବର ନିବାସ ଫୋନ ନମ୍ବର
1 ଜିଲ୍ଲା ଓ ଦୌରା ଜଜ,ଫୁଲବାଣୀ ୦୬୮୪୨-୨୫୩୧୩୧ ୦୬୮୪୨-୨୫୫୫୩୩ ୦୬୮୪୨-୨୫୬୦୦୬
2 ଜଜ, ଫାମିଲି କୋର୍ଟ,ଫୁଲବାଣୀ ୦୬୮୪୨-୨୫୬୦୦୨ ୦୬୮୪୨-୨୫୬୦୦୨ ୦୬୮୪୨-୨୫୫୦୬୧
3 ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ(ଭିଜିଲେନ୍ସ ),ଫୁଲବାଣୀ ୦୬୮୪୨-୨୫୩୭୪୫ ୦୬୮୪୨-୨୫୩୭୪୫ ୦୬୮୪୨-୨୫୪୦୧୬
4 ଅତିରିକ୍ତ ଓ ଦୌରା ଜଜ, ଫୁଲବାଣୀ ୦୬୮୪୨-୨୫୬୦୧୩ ୦୬୮୪୨- ୦୬୮୪୨-୨୫୬୦୧୭
5 ମୁଖ୍ୟ ନ୍ୟାଇକ ମାଜିସ୍ଟ୍ରେଟ, ଫୁଲବାଣୀ ୦୬୮୪୨-୨୫୩୭୧୦ ୦୬୮୪୨- ୦୬୮୪୨-୨୫୩୮୧୦
6 ରେଜିଷ୍ଟ୍ରର ଦେୱାନୀ ଅଦାଲତ, ଫୁଲବାଣୀ ୦୬୮୪୨-୨୫୩୮୫୫ ୦୬୮୪୨-୨୫୩୮୫୫ ୦୬୮୪୨-୨୫୩୮୫୬
7 ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ,ଫୁଲବାଣୀ ୦୬୮୪୨-୨୫୪୭୫୫ ୦୬୮୪୨- ୦୬୮୪୨-୨୫୫୪୪୫
8 ସଚିବ,ଡ଼ି.ଏଲ.ଏସ.ଏ ,ଫୁଲବାଣୀ ୦୬୮୪୨-୨୫୪୦୩୧ ୦୬୮୪୨- ୦୬୮୪୨-
9 ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ,ବାଲିଗୁଡା ୦୬୮୪୬- ୦୬୮୪୬- ୦୬୮୪୬-
10 ବରିଷ୍ଠ ଦେୱାନୀ ଅଦାଲତ ଜଜ ଓ ଏ.ଏସ.ଜେ .,ବାଲିଗୁଡା ୦୬୮୪୬-୨୪୩୦୭୯ ୦୬୮୪୬-୨୪୩୦୭୯ ୦୬୮୪୬-୨୪୩୬୨୫
11 ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ,ବାଲିଗୁଡା ୦୬୮୪୬-୨୪୩୨୯୧ ୦୬୮୪୬- ୦୬୮୪୬-୨୪୩୫୨୨
12 ଅତିରିକ୍ତ ଦେୱାନୀ ଅଦାଲତ ଜଜ ଓ ଜେ.ଏମ.ଏଫ.ସି ,ଘୁ.ଉଦୟଗିରୀ ୦୬୮୪୭-୨୬୦୦୧୩ ୦୬୮୪୭-୨୬୦୦୧୩ ୦୬୮୪୭-୨୬୦୦୧୩
13 ଦେୱାନୀ ଅଦାଲତ ଜଜ ଓ ଜେ.ଏମ.ଏଫ.ସି,ଦାରିଙ୍ଗବାଡି ୦୬୮୪୯-୨୪୬୧୫୮ ୦୬୮୪୯-୨୪୬୧୫୮ ୦୬୮୪୯-୨୪୫୪୮୮
14 ଶେରିସ୍ତାଦାର, ଜିଲ୍ଲା ଅଦାଲତ, ଫୁଲବାଣୀ ୦୬୮୪୨-୨୫୪୪୪୦ ୦୬୮୪୨-୨୫୪୪୪୦ ୦୬୮୪୨-
15 କୋଟ ମ୍ୟାନେଜର,ଜିଲ୍ଲା ଅଦାଲତ, ଫୁଲବାଣୀ ୦୬୮୪୨-୨୫୩୦୭୮ ୦୬୮୪୨- ୦୬୮୪୨-
16 ସିଷ୍ଟମ ଅଫିସର,ଜିଲ୍ଲା ଅଦାଲତ, ଫୁଲବାଣୀ ୦୬୮୪୨-୨୫୩୨୧୫ ୦୬୮୪୨- ୦୬୮୪୨-
17 ଆକାଉଣ୍ଟ ଉପବିଭାଗ ଜିଲ୍ଲା ଅଦାଲତ ,ଫୁଲବାଣୀ ୦୬୮୪୨-253795 ୦୬୮୪୨- ୦୬୮୪୨-
18 ସମ୍ମୁଖ କାର୍ୟାଳୟ,
ଜିଲ୍ଲା ନ୍ୟାଇକା ସେବା ଅଧିକାରୀ,କନ୍ଧମାଳ
୦୬୮୪୨-253034 ୦୬୮୪୨- ୦୬୮୪୨-