ସୂଚନା ଅଧିକାର
ସୂଚନା ଅଧିକାର ଅଧିନିୟମ ପ୍ରାତ୍ୟେକ ନାଗରିକକୁ କୌଣସି ସୂଚନା ଖୋଜିବାରେ, ଦସ୍ତାବିଜର ନୋଟ୍ସ, ପ୍ରମାଣ ପାତ୍ର ନେବାର ଶକ୍ତି ଦିଏ, ସାମଗ୍ରୀ ଗୁଡିକର ପ୍ରମାଣିତ ନମୁନା ନେବାରେ ସହାୟକ ହୁଏ। ଆର.ଟି.ଆଇ ସୂଚନାର ଅଧିକାର ଅଟେ ଓ ସମ୍ବିଧାନ ଅନୁଛେଦ ୧୯(୧) ଅନୁସାରେ ମୌଳିକ ଅଧିକାର ଭୁକ୍ତ ଅଟେ। ଅନୁଛେଦ ୧୯(୧) ଅନୁସାରେ ପ୍ରତ୍ଯେକ ନାଗରିକକୁ ଭାଷଣ ଓ ଅଭିବ୍ୟକ୍ତିର ସ୍ଵୋତନ୍ତ୍ରତା ମିଳିଛି ଓ ସରକାର କିପରି କମ କରୁଛନ୍ତି, କଣ କମ କରିବା ଉଚିତ, କଣ କାମ କରୁଛନ୍ତି ତାହା ଜାଣିବାର ଅଧିକାର ଅଛି। ଏହି ପରିଛେଦରେ ନାଗରିକମାନଙ୍କୁ ଜିଲ୍ଲାର ପି.ଆଇ.ଓ, ଏ.ପ.ଆଇ.ଓ ଙ୍କ ବିବରଣୀ ପ୍ରଦାନ କରାଯାଇଛି।
ଅଧିକ ଜାଣିବା ପାଇଁ ଏହି ଲିଙ୍କ ଟିକୁ ଟିପନ୍ତୁ