ବନ୍ଦ କରନ୍ତୁ

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା

ତାରିଖ : 01/01/2019 - 01/01/2021 | ସେକ୍ଟର: ରାଜ୍ୟ ସରକାର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶା ରାଜ୍ୟ ସରକାରଙ୍କ ଏକ ଯୋଜନା । ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସହ ସମାଜର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପରିବାର ମାନଙ୍କୁ ସ୍ୱାସ୍ଥ୍ୟ ସେବା ଜନିତ ଖର୍ଚ୍ଚାନ୍ତରୁ ମୁକ୍ତି ଦେବା ଏହାର ଉଦ୍ଦେଶ୍ୟ।

ଅଧିକ ବିବରଣୀ ସକାଶେ କ୍ଲିକ କରନ୍ତୁ

ଲାଭାର୍ଥୀ:

ଓଡିଶା ସର୍ବସାଧାରଣ

ଲାଭ:

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନା

କିପରି ଆବେଦନ କରିବେ

ନିକଟତମ ଡାକ୍ତରଖାନା ସହ ଯୋଗାଯୋଗ କରନ୍ତୁ ।