ଇ-ପ୍ରୋକିଓରମେନ୍ଟ ସିଷ୍ଟମ
ଓଡିଶାର ଇ-ପ୍ରୋକିଓରମେନ୍ଟ ସିଷ୍ଟମ ଟେନ୍ଡର ନିବେଦକ ମାନଙ୍କୁ ନିବେଦ ଅନୁସୂଚି ଡାଉନଲୋଡ କରିବାରେ ସହାୟତା କରେ ଓ ଏହି ପୋଟାଲ ମାଧ୍ୟମରେ ଅନଲାଇନ ନିବେଦ ଦରଖାସ୍ତ ଜମା କରାଯାଏ।
ଯାଆନ୍ତୁ: https://tenders.ori.nic.in/nicgep/app
ସ୍ଥାନ : କନ୍ଧମାଳ
ଇମେଲ୍ : support-eproc[at]nic[dot]in