ବନ୍ଦ କରନ୍ତୁ

ଜଗନ୍ନାଥ ମନ୍ଦିର

ନିର୍ଦ୍ଦେଶ

ଏହା କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନରେ ଅବସ୍ଥିତ। ଫୁଲବାଣୀ ସହରରୁ ରାଜ୍ୟର ବିଭିନ୍ନ ସ୍ଥାନ ଓ ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୁଡିକୁ ନିୟମିତ ବସ ସେବା ଉପଲବ୍ଧ । ଯେକେହି, ବସ କିମ୍ବା ଟ୍ଯାକ୍ସି ଦ୍ଵାରା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଗୁଡିକୁ ସହଜରେ ଯାଇପାରିବେ ।

  • ଜଗନ୍ନାଥ ମନ୍ଦିର
  • ଜଗନ୍ନାଥ ମନ୍ଦିର ସମ୍ମୁଖ ଦ୍ରୁଶ୍ୟ
  • ଜଗନ୍ନାଥ ମନ୍ଦିର .
  • ଜଗନ୍ନାଥ ମନ୍ଦିର ସମ୍ମୁଖ ଦ୍ରୁଶ୍ୟ .

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ଫୁଲବାଣୀ ଠାରୁ ୨୧୧କି.ମି ଦୂରତାରେ ଅବସ୍ଥିତ ।

ରେଳଗାଡ଼ିରେ

ବ୍ରହ୍ମପୁର ରେଳଷ୍ଟେସନ,ଫୁଲବାଣୀ ଠାରୁ ୧୬୫କି.ମି ଦୂରତାରେ ଅବସ୍ଥିତ ।

ସଡ଼କ ପଥରେ

ଫୁଲବାଣୀ ବସଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟାଳୟ ଠାରୁ ୧କି.ମି ଦୂରତାରେ ଅବସ୍ଥିତ ।