ବନ୍ଦ କରନ୍ତୁ

ପୁତୁଡି ଜଳପ୍ରପାତ ପ୍ରାକୃତିକ ସୌନ୍ଧୟରେ ପରିପୂର୍ଣ ଏବଂ ଅଠାରେ ସାଲୁଙ୍କି ନଦୀ ୬୦ ଫୁଟ ଉଚ୍ଛରୁ ପ୍ରବାହିତ ହୋଇଥାଏ । ଚତୁର୍ଦିଗ ଘାନା ଜଙ୍ଗଲ ଦ୍ଵାରା ଏଛାଦିତ ଓ ଜଳପ୍ରପାତର ଗର୍ଜନ ଶରୀରରେ ରୋମାଞ୍ଚ ସୃଷ୍ଟି କରେ। ପୁତୁଡି, ଫୁଲବାଣୀ ସହରଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ।

  • ପୁତୁଡି ଜଳପ୍ରପାତ
  • ପୁତୁଡି (ଫୁଲବାଣୀ)
  • ପୁତୁଡି ଦୃଶ୍ୟରାଜି
  • ପୁତୁଡି ଜଳପ୍ରପାତ
  • ପୁତୁଡି ଫୁଲବାଣୀ
  • ପୁତୁଡି ଦୃଶ୍ୟରାଜି.

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ବଲସକୁମ୍ପା ଠାରୁ ୨୨୯ କି.ମି ଦୂରତାରେ ଅବସ୍ଥିତ ।

ରେଳଗାଡ଼ିରେ

ବ୍ରହ୍ମପୁର ରେଳଷ୍ଟେସନ,ବଲସକୁମ୍ପା ଠାରୁ ୧୮୩ କି.ମି ଦୂରତାରେ ଅବସ୍ଥିତ ।

ସଡ଼କ ପଥରେ

ଫୁଲବାଣୀ ବସଷ୍ଟାଣ୍ଡ, ଏଠାରୁ ୧୮ କି.ମି ଦୂରତାରେ ଅବସ୍ଥିତ । ନିକଟତମ ବସସ୍ଟପ ଡଡକି ଅଟେ।