ବନ୍ଦ କରନ୍ତୁ

ବରାଳ ଦେବୀ ମନ୍ଦିର

ନିର୍ଦ୍ଦେଶ

ଏହି ସ୍ଥାନଟି ଠାକୁରାଣୀ ବରାଳ ଦେବୀଙ୍କ ପିଠ ଅଟେ ଓ ସେ ଜଗତ ଉଦ୍ଧାରକର୍ତା ଭାବେ ଖୁବ ପ୍ରସିଦ୍ଧ। ଏଠିକାର ଲୋକମାନେ ବିଭିନ୍ନ ପର୍ବପର୍ବାଣି ଓ ବିଶେଷକରି ଦଶହରା ସମୟରେ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି। ପିଲ୍ଲାସାଲୁଙ୍କି ନଦୀବନ୍ଧ ଏକ ଆକର୍ଷଣୀୟ ସ୍ଥାନ ଅଟେ ଏବଂ ପିକ-ନିକ ସ୍ପଟ ଭାବେ ଖୁବ ଜଣାଶୁଣା । ଏହା ବରାଳ ଦେବୀ ମନ୍ଦିର ଠାରୁ ୩ କି.ମି ଦୂରରେ ଅବସ୍ଥିତ ।

  • ବରଳାଦେବୀ ମନ୍ଦିର
  • ବରଳାଦେବୀ ମନ୍ଦିର.

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ବଲସକୁମ୍ପା ଠାରୁ ୧୯୮ କି.ମି ଦୂରତାରେ ଅବସ୍ଥିତ ।

ରେଳଗାଡ଼ିରେ

ବ୍ରହ୍ମପୁର ରେଳଷ୍ଟେସନ,ବଲସକୁମ୍ପା ଠାରୁ ୧୬୫କି.ମି ଦୂରତାରେ ଅବସ୍ଥିତ ।

ସଡ଼କ ପଥରେ

ଫୁଲବାଣୀ ବସଷ୍ଟାଣ୍ଡ, ଏଠାରୁ ୮ କି.ମି ଦୂରତାରେ ଅବସ୍ଥିତ । ନିକଟତମ ବସସ୍ଟପ ବଲସକୁମ୍ପା ଅଟେ।